Meaning : କାହା ଦେହରେ ପ୍ରାଣ ପୂରାଇବା ବା ଜୀବନ ସଂଚାର କରିବାର କ୍ରିୟା
							Example : 
							ତାଙ୍କ ଅନୁପ୍ରାଣନରେ ବାଘ ଜୀବିତ ହୋଇ ତାଙ୍କୁ ଖାଇଗଲା
							
Synonyms : ସଂଜୀବନୀ କ୍ରିୟା
Translation in other languages :
किसी में प्राण डालने या जीवन का संचार करने की क्रिया।
उसके अनुप्राणन से शेर जीवित हो उसे खा गया।