Meaning : ବେକରେ ପିନ୍ଧାଯିବାର ଏକ ଗହଣା ଯେଉଁଥିରେ ମୁଦ୍ରା ବା ମୁଦ୍ରା ଭଳି ଗୋଲ ବସ୍ତୁମାନ ଲାଗିଥାଏ
							Example : 
							ମୀରା ଗଳାରେ ମୋହର ମାଳ ଶୋଭା ପାଉଛି
							
Synonyms : ମୋହର ମାଳ, ହମେଲ, ହୁମେଲ
Translation in other languages :
Jewelry consisting of a cord or chain (often bearing gems) worn about the neck as an ornament (especially by women).
necklaceMeaning : ଘୋଡା ଗଳାରେ ପିନ୍ଧାଇବାର ଏକ ଗହଣା
							Example : 
							ଘୋଡ଼ସବାର ଘୋଡ଼ାକୁ ହୈକଲ ପିନ୍ଧାଉଛି
							
Translation in other languages :