Meaning : ଲୁଣମିଶା ଜଳ ଯାହା ସାବୁନ ସହିତ ମିଶି ଫେଣ ତିଆରି କରିପାରେ ନାହିଁ
							Example : 
							ଖରଜଳରେ ଲୁଗା ସଫାକରିବା କଷ୍ଟକର ହୋଇଥାଏ
							
Synonyms : କଠୋର ଜଳ, ଖରଜଳ, ଭାରିଜଳ
Translation in other languages :
Water that contains mineral salts (as calcium and magnesium ions) that limit the formation of lather with soap.
hard water