Meaning : ଏକ ପ୍ରକାର ପ୍ରମେହ ରୋଗ
							Example : 
							ହସ୍ତିପ୍ରମେହରେ ପରିସ୍ରା ସହିତ ହସ୍ତୀ ମଦଭଳି ପଦାର୍ଥ ନିର୍ଗତ ହୋଇଥାଏ
							
Synonyms : ହସ୍ତିପ୍ରମେହ ରୋଗ
Translation in other languages :
एक प्रकार का प्रमेह रोग।
हस्तिप्रमेह में मूत्र के साथ हाथी के मद का सा पदार्थ तार सा निकलता है।