Meaning : ଶ୍ରୀଲଙ୍କାର ଦକ୍ଷିଣରେ ଥିବା ଗୋଟିଏ ଜନବସତି ଅଞ୍ଚଳ
							Example : 
							ହମବଣ୍ଟୋଟାର ଜନବସତି ଅଞ୍ଚଳର ରାଜଧାନୀ ହେଉଛି ହମବଣ୍ଟୋଟା ସହର
							
Synonyms : ହମବଂଟୋଟା ସହର, ହମବଣ୍ଟୋଟା, ହମବଣ୍ଟୋଟା ସହର
Translation in other languages :
Meaning : ଶ୍ରୀଲଙ୍କାର ସବୁଠୁଁ ବଡ ବନ୍ଦର
							Example : 
							ଶ୍ରୀଲଙ୍କା ଯାତ୍ରା ଅବସରରେ ହମବଣ୍ଟୋଟାରେ କାର୍ଯ୍ୟରତ ମୋର ଜଣେ ବନ୍ଧୁଙ୍କୁ ମଧ୍ୟ ମୁଁ ସାକ୍ଷାତ କଲି
							
Synonyms : ହମବଂଟୋଟା ବଂଦର, ହମବଣ୍ଟୋଟା, ହମବଣ୍ଟୋଟା ବନ୍ଦର
Translation in other languages :
श्रीलंका का सबसे बड़ा बंदरगाह।
श्रीलंका यात्रा के दौरान हमबन्टोटा में कार्यरत मैं अपने एक दोस्त से भी मिला।