Meaning : ଯିଏ ମଧୁର ବଚନ କହେ
							Example : 
							ମଧୁରଭାଷୀ ବ୍ୟକ୍ତି ତା କଥାରେ ସମସ୍ତଙ୍କୁ ନିଜର କରିନିଏ
							
Synonyms : ମଧୁରଭାଷୀ, ମିଷ୍ଟଭାଷୀ, ମୃଦୁଭାଷୀ
Translation in other languages :
Speaking or spoken fittingly or pleasingly.
A well-spoken gentleman.