Meaning : ଯିଏ ସାଥିରେ ରହେ
							Example : 
							ମୋର ସମସ୍ତ ସାଥୀ ଘରକୁ ଚାଲିଗଲେଣି
							
Translation in other languages :
Meaning : ବାଜା ବଜାଇକରି ଗାଇବା କାମରେ ବାଜା ବଜାଇକରି ବା ଗାଇକରି ସହାୟତା ଦେବାର କ୍ରିୟା
							Example : 
							ବଇଁଶି ବାଦକ ପଣ୍ଡିତ ଚୌରାସିୟାଙ୍କ ସଙ୍ଗତ ପାଇଁ ତବଲାରେ ଉପସ୍ଥିତ ଉସ୍ତାଦ ଜାକିର ହୁସୈନ
							
Translation in other languages :