Meaning : ସହଜ ହେବାର ଅବସ୍ଥା ବା ଭାବ
							Example : 
							ମୋପାଇଁ ଯେଉଁ କାମ କଠିନ ଥିଲା ତାହାକୁ ଅରୁଣା ବଡ଼ ସହଜରେ କରିଦେଲା
							
Synonyms : ସରଳତା, ସହଜ, ସହଜତା, ସୁଗମତା
Translation in other languages :
Freedom from difficulty or hardship or effort.
He rose through the ranks with apparent ease.Meaning : ଯାହା ବୁଝିବାଯୋଗ୍ୟ ବା ଯାହା ସହଜରେ ବୁଝି ହେଇଯାଏ
							Example : 
							ରାମଚରିତ ମାନସ ଏକ ବୋଧ୍ୟ ଗ୍ରନ୍ଥ
							
Synonyms : ଅକ୍ଳିଷ୍ଟ, ବୋଧଗମ୍ୟ, ବୋଧ୍ୟ, ସହଜ, ସୁଗମ, ସୁବୋଧ୍ୟ
Translation in other languages :
Capable of being apprehended or understood.
apprehensible, graspable, intelligible, perceivable, understandableMeaning : ଗତିବିଧି, କାର୍ଯ୍ୟରେ ପରିଣତ କରିବା ଆଦିରେ ସ୍ୱଭାବିକ ସୁନ୍ଦର ବା ସରଳ ଦର୍ଶାଉଥିବା
							Example : 
							ତାଙ୍କର ସହଜ ନୃତ୍ୟ ମନକୁ ଲୋଭିତ କରେ ଏହି ପ୍ରଶ୍ନ ସହଜ
							
Synonyms : ସହଜ, ସୁବୋଧ୍ୟ, ସୁଲଭ, ସ୍ୱଭାବିକ
Translation in other languages :
गतिविधि, कार्यान्वयन आदि में स्वाभाविक सुन्दरता या सरलता दर्शानेवाला।
उसका सहज नृत्य मन को लुभाता है।Displaying effortless beauty and simplicity in movement or execution.
An elegant dancer.Meaning : ଯିଏ କିଛି ଜାଣେ ନାହିଁ
							Example : 
							ଅପରାଧୀମାନେ କାଲି ରାତିରେ ଜଣେ ନିରୀହ ପିଲାକୁ ହତ୍ୟା କରିଦେଲେ
							
Synonyms : ନିରୀହ
Translation in other languages :
Free from evil or guilt.
An innocent child.Meaning : କୌଣସି ବାହାନା ବା ବୁଝାମଣା ବିନା ସିଧାରେ
							Example : 
							ସେ ଏମିତି ସାଦାସିଧା ନୁହେଁ ଯେତିକି ଦେଖେଉଛି
							
Synonyms : ନିଷ୍କପଟ, ସାଦାସିଧା, ସିଧା
Translation in other languages :
Without evasion or compromise.
A square contradiction.Meaning : ଯାହା ମନରେ ଛଳ-କପଟ ନାହିଁ ଏବଂ ଯେ ପୂରାପୂରି ସାଧାସିଧା
							Example : 
							ଆଜିକାଲି ସରଳଲୋକଙ୍କୁ ବୋକା ବୋଲି ବୁଝାଯାଉଛି
							
Synonyms : ଅକୁଟିଳ, ଅବୋଧ, କୁଟିଳତାହୀନ, ଛଳହୀନ, ନିଷ୍କପଟ, ସିଧା ସାଧା
Translation in other languages :
जिसके मन में छल-कपट न हो और जो एकदम सीधा-सादा हो।
आजकल सीधे लोगों को बुद्धू समझा जाता है।