Meaning : ପ୍ରାଚୀନ କାଳର ବିଦ୍ୱାନ ବ୍ରାହ୍ମଣମାନଙ୍କ ସଭା ଯେଉଁଥିରେ ରାଜା ସମୟେ ସମୟେ କୌଣସି ବିଷୟ ଉପରେ ମସୁଧା ଦେବାପାଇଁ ଆୟୋଜନ କରୁଥିଲେ
							Example : 
							ରାଜା ପରିଷଦଠାରୁ ପରାମର୍ଶ ମାଗିଲେ
							
Translation in other languages :
Meaning : ସଭା ବା ସମାଜରେ ସମ୍ମିଳିତ ବ୍ୟକ୍ତି
							Example : 
							ସେ କେତେକ ସଂସ୍ଥାର ସଦସ୍ୟ ଅଛନ୍ତି
							
Synonyms : ସଦସ୍ୟ
Translation in other languages :
One of the persons who compose a social group (especially individuals who have joined and participate in a group organization).
Only members will be admitted.