Meaning : ସୁଖଦାୟକ କରିବା
							Example : 
							ଆଜି ଆପଣ ଆସି ମୋ ଦିନ ଆନନ୍ଦଦାୟକ କରିଦେଲେ
							
Synonyms : ଆନନ୍ଦଦାୟକ କରିବା, ଆନନ୍ଦପ୍ରଦ କରିବା, ଆହ୍ଲାଦିତ କରିବା, ସୁଖଦାୟକ କରିବା, ସୁଖପ୍ରଦ କରିବା
Translation in other languages :
* आनन्द देने वाला बनाना।
आप ने आकर आज मेरा दिन आनन्ददायक बना दिया।