Meaning : ବଢ଼ିବା ବା ବଢ଼ାଯାଇଥିବା
							Example : 
							ସଂବର୍ଦ୍ଧନ ଗୃହରେ ବର୍ଦ୍ଧନଶୀଳ ଗଛର ଚାରା ରୋପଣ ଆବଶ୍ୟକ
							
Synonyms : ବର୍ଦ୍ଧନଶୀଳ
Translation in other languages :
बढ़ाया हुआ।
संवर्द्धन-गृह में संवर्द्धित पौधों का रोपण आवश्यक है।Meaning : ପାଳନ ପୋଷଣ ବା ଲାଳିତ ପାଳିତ ହୋଇଥିବା
							Example : 
							ମୋ ବୁଢ଼ାବାପାଙ୍କଦ୍ୱାରା ଲାଳିତପାଳିତ ଏହି ଆମ୍ବ ଗଛ ଏବେ ଫଳିଲାଣି
							
Synonyms : ପାଳିତପୋଷିତ, ପୁଷ୍ଟ, ଲାଳିତପାଳିତ
Translation in other languages :