Meaning : କୌଣସି ଉଦ୍ଦେଶ୍ୟରେ କଥିତ, ଲିଖିତ, ବା ସାଂକେତିକ ମହତ୍ୱପୂର୍ଣ୍ଣ କଥା
							Example : 
							ନିଜ ଭାଇର ବାହାଘର ଖବରପାଇ ତା’ର ଖୁସିର ସୀମା ରହିଲାନି
							
Translation in other languages :
A communication (usually brief) that is written or spoken or signaled.
He sent a three-word message.Meaning : ଚେତାଇବା କିମ୍ବା ସାବଧାନ କରିବାପାଇଁ କାହାକୁ ଜଣାଇବା ବିଷୟ
							Example : 
							ଆଜି ପାଣିପାଗ ବିଭାଗ ମାଛଧରାଳୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ଚେତାବନୀ ଦେଇଛନ୍ତି
							
Synonyms : ଚେତାବନୀ
Translation in other languages :