Meaning : ଛୋଟ ଗଛଗୁଡ଼ିକର ସବୁଜିମା ଚାଲିଯିବା
							Example : 
							ଝାଞ୍ଜି ହେତୁ କିଛି ଛୋଟ ଗଛ ମଉଳି ଗଲା
							
Synonyms : ଝାଉଁଳିଯିବା, ମଉଳିଯିବା
Translation in other languages :
Wither, as with a loss of moisture.
The fruit dried and shriveled.Meaning : ସାରହୀନ ହେବା
							Example : 
							ପରିଶ୍ରମ କରିକରି ମୋ ଦେହ ଶୁଖିଗଲାଣି
							
Synonyms : ଝଡ଼ିଯିବା, ଶୀର୍ଣ୍ଣହେବା
Translation in other languages :