Meaning : କୌଣସି ଦେଶ ବା କ୍ଷେତ୍ରଆଦିର ମୁଖ୍ୟ ଶାସିକା
							Example : 
							ରେଜିଆ ସୁଲତାନ, ଲକ୍ଷ୍ମୀବାଈଆଦି କେତେକ ରାଣୀ ନିଜ ପରାକ୍ରମ ବଳରେ ଶତ୍ରୁମାନଙ୍କ ଦର୍ପ ଭାଙ୍ଗିଥିଲେ
							
Translation in other languages :
Meaning : ଯେ ଶାସନ କରେ
							Example : 
							ରାଣୀ ଲକ୍ଷ୍ମୀବାଈ ଜଣେ କୁଶଳ ପ୍ରଶାସିକା ଥିଲେ
							
Synonyms : ପ୍ରଶାସିକା, ଶାସନକର୍ତ୍ତ୍ରୀ
Translation in other languages :
A woman emperor or the wife of an emperor.
empress