Meaning : ଶଙ୍ଖ ସମ୍ବନ୍ଧୀୟ ବା ଶଙ୍ଖର
							Example : 
							ତାଙ୍କର ଶାଙ୍ଖିକ ବ୍ୟବସାୟ ଭଲ ଚାଲିଛି
							
Synonyms : ଶାଂଖ୍ୟ (ଶଙ୍ଖ)
Meaning : ଶଙ୍ଖରେ ତିଆରି
							Example : 
							ଏଠାରେ ଶଙ୍ଖନିର୍ମିତ ବସ୍ତୁ ମିଳେ
							
Synonyms : ଶଙ୍ଖତିଆରି, ଶଙ୍ଖନିର୍ମିତ
Translation in other languages :