Meaning : ଜମିରେ କାମ କରିବା
							Example : 
							ଭାରତରେ ବାସ୍ତରି ପ୍ରତିଶତ ଲୋକ ଚାଷ କରନ୍ତି
							
Synonyms : କୃଷି କରିବା, ଚାଷ କରିବା, ଫସଲ ଉତ୍ପାଦନ କରିବା
Translation in other languages :
खेती बाड़ी का काम करना।
भारत में बहत्तर प्रतिशत आबादी कृषि करती है।