Meaning : ଯେଉଁ ସରକାରୀ କର୍ମଚାରୀ ଗାଁର ଜମି, ଅମଳ ଓ ଖଜଣାଆଦିର ହିସାବପତ୍ର ରଖନ୍ତି
							Example : 
							ଖଜଣା ଆଦାୟପାଇଁ ଆଜି ରାଜସ୍ୱ ନିରୀକ୍ଷକ ଆମ ଗାଁକୁ ଆସିବାର ଅଛି
							
Translation in other languages :
Meaning : କର ଆଦାୟକରି ଖଜଣାଖାନାରେ ଜମା କରୁଥିବା କର୍ମଚାରୀ
							Example : 
							ଏହି ରାଜସ୍ୱନିରୀକ୍ଷକଙ୍କୁ ଅର୍ଥ ହେରେଫେରେ ଅଭିଯୋଗରେ ଗିରଫ କରାଯାଇଥିଲା
							
Synonyms : ରାଜସ୍ୱନିରୀକ୍ଷକ
Translation in other languages :