Meaning : ଭଣ୍ଡାରରେ ରଖିବା
							Example : 
							ସେ ଧାନକୁ କୋଠିରେ ଭରିଲେ
							
Synonyms : ଗଚ୍ଛିତ କରିବା, ଭରିବା
Translation in other languages :
Keep or lay aside for future use.
Store grain for the winter.Meaning : କୌଣସି ସ୍ଥାନରେ ବା ବସ୍ତୁ ଆଦିରେ ରଖା ହୋଇଥିବା ପଦାର୍ଥ ଆଦିକୁ ଅନ୍ୟ ଜାଗାରେ ବା ବସ୍ତୁ ଆଦିରେ ରଖିବା
							Example : 
							ଏହି ଗରାର ପାଣିକୁ ଅନ୍ୟ ଗରାରେ ଢାଳିଦିଅ
							
Synonyms : ଢାଳିବା, ଭର୍ତ୍ତି କରିବା
Translation in other languages :
Meaning : କାହାର ହାତରେ ଦେବା ବା ରଖିବା
							Example : 
							ରାମୁ ବଳଦର ଦଉଡ଼ି ମୋ ହାତରେ ଧରାଇଲା
							
Synonyms : ଧରାଇବା
Translation in other languages :
Meaning : ସ୍ଥିତ କରିବା
							Example : 
							ସିନ୍ଦୁକରେ ମୂଲ୍ୟବାନ ଜିନିଷ ଯତ୍ନରେ ରଖାଯାଏ
							
Translation in other languages :
Meaning : ମନରେ ସବୁବେଳେ ରାଗଆଦି ବଜାୟ ରଖିବା
							Example : 
							ମନରେ ଆଦୌ ରାଗ ରଖ ନାହିଁ
							
Translation in other languages :
Meaning : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
							Example : 
							କୋଠରୀକୁ ସଫା ରଖ  ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
							
Synonyms : ଚଳାଇବା, ଧାରଣ କରିବା, ନିର୍ବାହ କରିବା, ସ୍ଥାପନ କରିବା
Translation in other languages :
किसी निश्चित या विशेष स्थिति आदि में रखना।
कमरे को साफ रखो।Meaning : ନିଜେ ସୁରକ୍ଷାରେ ରଖିବା ବା ଅଧିକାରକୁ ଆଣିବା
							Example : 
							ପଡ଼ୋଶୀଙ୍କ ଗହଣା ମୁଁ ନିଜ ପାଖରେ ରଖିଛି  ସେ ଗୋଟେ ଗାଈ ରଖିଛି
							
Translation in other languages :
Meaning : କୌଣସି ପରୀକ୍ଷା ଆଦିରେ ଏକ ନିର୍ଦ୍ଦିଷ୍ଟ ଅଙ୍କ ପାଇବା ବା ମୂଲ୍ୟାଙ୍କନ କରାଯିବା
							Example : 
							ଏହି ପରୀକ୍ଷାରେ ସେ ଭଲ ନମ୍ବର ରଖିଲା
							
Synonyms : ପାଇବା, ପ୍ରାପ୍ତହେବା, ମିଳିବା
Translation in other languages :
* किसी परीक्षा आदि में एक निश्चित अंक पाना या मूल्याकंन किया जाना।
इस परीक्षा में उसने अच्छे अंक पाए।Achieve a certain score or rating on a test.
She tested high on the LSAT and was admitted to all the good law schools.Meaning : କାମରେ ଲଗେଇବା
							Example : 
							ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
							
Synonyms : କାମ ଦେବା, ଚାକିରି ଦେବା, ନିଯୁକ୍ତ କରିବା, ନିଯୁକ୍ତି ଦେବା, ଭର୍ତ୍ତି କରିବା
Translation in other languages :
काम पर लगाना।
इस काम के लिए उसने सात आदमियों को नियुक्त किया।Meaning : କାମରେ ଆସିବା ବା ଖର୍ଚ୍ଚ ହେବାରୁ ରୋକିବା
							Example : 
							ମନୋହର କଞ୍ଜୁଷି ଯୋଗୁଁ ବହୁତ ଟଙ୍କା ବଞ୍ଚାଇଲା
							
Translation in other languages :
Meaning : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
							Example : 
							ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
							
Translation in other languages :
Meaning : ରହିବାକୁ ସ୍ଥାନ ଦେବା
							Example : 
							ଅତିଥିମାନଙ୍କୁ ଘରେ ରଖାଯାଏ
							
Synonyms : ଆଶ୍ରୟ ଦେବା
Translation in other languages :
Meaning : ମନରେ ଧାରଣ କରିବା ବା ଜ୍ଞାନ, ଗୁଣଆଦି ଯୁକ୍ତହେବା
							Example : 
							ସେ ବିଜ୍ଞାନ ବିଷୟରେ ବହୁତ ଖବର ରଖୁଛି
							
Translation in other languages :