Meaning : ଅତ୍ୟଧିକ ପରିଶ୍ରମ କରିବା
							Example : 
							ସେ ଦଶମ ଶ୍ରେଣୀ ପରୀକ୍ଷା ପାସ୍ କରିବା ନିମନ୍ତେ ଅତି ପରିଶ୍ରମ କରୁଛି
							
Synonyms : ଅତି ପରିଶ୍ରମ କରିବା, କଠିନ ପରିଶ୍ରମ କରିବା, ଦିନରାତି ଏକ କରିବା
Translation in other languages :
अत्याधिक मेहनत करना।
वह दसवीं की परीक्षा पास करने के लिए अति परिश्रम कर रहा है।