Meaning : ନାଲି ପଡ଼ିଯାଇଥିବା
							Example : 
							ତାଙ୍କର ଅରୁଣିମ ମୁଖର ଶୋଭା ଅଲଗା ଥିଲା
							
Translation in other languages :
Meaning : ଲାଲ କରାଯାଇଥିବା
							Example : 
							ରକ୍ତିମ ପୃଷ୍ଠଭୂମିରେ ଚିତ୍ର କରାଯାଇଛି
							
Synonyms : ଅରୁଣିତ, ରକ୍ତାଭ, ଲାଲବର୍ଣ୍ଣଯୁକ୍ତ, ଲୋହିତ
Translation in other languages :
Meaning : ଲହୁ ବା ରକ୍ତ ରଙ୍ଗର
							Example : 
							ସକାଳର ସୂର୍ଯ୍ୟ ଲୋହିତ ରଙ୍ଗର ହୋଇଥାଏ  ପ୍ରାତଃକାଳୀନ ରକ୍ତିମ ସୂର୍ଯ୍ୟଙ୍କ ଛିଟା ହିଁ ଅତୁଳନୀୟ
							
Synonyms : ରକ୍ତବର୍ଣ୍ଣ, ରକ୍ତାଭ, ଲୋହିତ
Translation in other languages :