Meaning : ରୈବତ ମନୁଙ୍କର ଜଣେ ପୁତ୍ର
							Example : 
							ପୁରାଣରେ ଯୁକ୍ତଙ୍କ ବର୍ଣ୍ଣନା ମିଳେ
							
Translation in other languages :
An imaginary being of myth or fable.
mythical beingMeaning : କାହାରିସାଥିରେ ବା କାହାଦ୍ୱାରା ମିଶି ବା ସଂଯୁକ୍ତ ହୋଇ
							Example : 
							ଭାତ,ଡାଲି,ତରକାରୀର ସମ୍ମିଳିତ ଭୋଜନ ସ୍ୱାସ୍ଥ୍ୟକାରକ  ଈଶ୍ୱର ଦୃଶ୍ୟ ଅଦୃଶ୍ୟ ସମସ୍ତ ଜିନିଷରେ ସମ୍ମିଳିତ ଅଛନ୍ତି
							
Synonyms : ଏକତ୍ରିତ, ମିଶ୍ରିତ, ସଂଯୁକ୍ତ, ସଂଶ୍ଳିଷ୍ଟ, ସମିଶ୍ରିତ, ସମ୍ମିଳିତ
Translation in other languages :
Made or joined or united into one.
combined