Meaning : ସମୟ ସୂଚାଇବାପାଇଁ ବଜା ହେଉଥିବା ତୂରୀ
							Example : 
							ପ୍ରାଚୀନକାଳରେ ସମୟ ସୂଚାଇବାପାଇଁ ସମୟ ଅନ୍ତରରେ ଯାମତୂର୍ଯ୍ୟ ବଜା ହେଉଥିଲା
							
Translation in other languages :
समय की सूचना देने के लिए बजाई जाने वाली तुरही।
प्राचीनकाल में समय की सूचना देने के लिए समय-समय पर यामतूर्य बजाया जाता था।