Meaning : ଯାତ୍ରୀମାନଙ୍କୁ ଦେବ ଦର୍ଶନ କରାଉଥିବା ପଣ୍ଡା
							Example : 
							ଆମେ କାଶୀର ଜଣେ ଯାତ୍ରୀପଣ୍ଡାଙ୍କ ସହିତ ସମ୍ପର୍କ କରିଛୁ
							
Translation in other languages :
Meaning : ସାମୁଦ୍ରିକ ବିଦ୍ୟା ଆଦି ଦ୍ୱାରା ବା ତୀର୍ଥମାନଙ୍କରେ ଲୋକମାନଙ୍କୁ ଦେବଦର୍ଶନ କରାଇ ଜୀବିକା ନିର୍ବାହ କରୁଥିବା ଏକ ପ୍ରକାର ବ୍ରାହ୍ମଣ
							Example : 
							ସେହି ଯାତ୍ରୀପଣ୍ଡା ବଡ ଲୁଣ୍ଠନକାରୀ ଥିଲା
							
Translation in other languages :