Meaning : ଯାହା ଆବଶ୍ୟକ ନୁହେଁ
							Example : 
							ତୁମେ ନିଜର ସମୟକୁ ଅନାବଶ୍ୟକ କାମରେ କାହିଁକି ବିତାଉଛ?
							
Synonyms : ଅଦରକାରୀ, ଅନାବଶ୍ୟକ, ଅବାଞ୍ଚନୀୟ, ଫାଲ୍ତୁ
Translation in other languages :
जो आवश्यक न हो।
तुम अपना समय अनावश्यक कामों में क्यों बिताते हो।