Meaning : ମୃତବ୍ୟକ୍ତିକୁ ଶ୍ମଶାନପର୍ଯ୍ୟନ୍ତ ବୋହି ନେଉଥିବା ବ୍ୟକ୍ତି
							Example : 
							ଶବବାହକମାନେ ପିଲାଟିର ଶବକୁ ଶ୍ମଶାନରେ ପୋତିଦେଲେ
							
Synonyms : ମୁର୍ଦାଫରାସ, ଶବବାହକ
Translation in other languages :
मृतक को श्मशान भूमि तक उठाकर ले जाने वाला व्यक्ति।
प्रेतनिर्हारक ने बच्चे के शव को श्मशान में गाड़ दिया।