Meaning : କାହାରିକୁ ମୁତିବାପାଇଁ ପ୍ରବୃତ୍ତ କରିବା
							Example : 
							ମାଆ ସୁ ସୁ କହି ଶିଶୁକୁ ମୁତାଉଛନ୍ତି
							
Synonyms : ପରିସ୍ରା କରାଇବା, ପ୍ରସ୍ରାବ କରାଇବା
Translation in other languages :
Meaning : କାହାରିକୁ ପରିସ୍ରା କରିବା ନିମନ୍ତେ ପ୍ରବୃତ୍ତ କରାଇବା
							Example : 
							ମାଆ ଛୋଟ ପିଲାକୁ ମୁତାଉଛନ୍ତି
							
Synonyms : ପରିସ୍ରା କରାଇବା
Translation in other languages :