Meaning : ଏକରୁ ଅଧିକ ରାଶିକୁ ଯୋଡ଼ି ସେ ସଂଖ୍ୟାରେ ଭାଗ ଦେଲାପରେ ମିଳୁଥିବା ରାଶି
							Example : 
							ଦୁଇ ଓ ଚାରିର ହାରାହାରି ସଂଖ୍ୟା ତିନି
							
Synonyms : ହାରାହାରି ସଂଖ୍ୟା
Translation in other languages :
An average of n numbers computed by adding some function of the numbers and dividing by some function of n.
mean, mean value