Meaning : ଶରୀରର ସେହି କୋମଳ ଭାଗ ଯେଉଁଠି ଆଘାତ ଲାଗିଲେ ମଣିଷକୁ ଅଧିକ ଯନ୍ତ୍ରଣା ହୁଏ ବା ସେ ମରିଯାଇପାରେ
							Example : 
							ହୃଦୟ, କପାଳ ଆଦି ମର୍ମସ୍ଥଳ
							
Synonyms : ମର୍ମସ୍ଥାନ
Meaning : ଶରୀରର ଯେଉଁସ୍ଥାନ ବା ଭାଗରେ ଆଘାତ ଲାଗିଲେ ଅତ୍ୟଧିକ ପୀଡ଼ା ହୋଇଥାଏ
							Example : 
							ଶରୀରରେ ହୃଦୟ,କପାଳଆଦି ହେଉଛି ମର୍ମସ୍ଥଳ
							
Translation in other languages :