Meaning : କୌଣସି ଅପ୍ରିୟ ବା ଅଶୁଭ ଜଣା ପଡ଼ୁଥିବା କଥାକୁ ପ୍ରିୟ ବା ଶୁଭ ଢଙ୍ଗରେ କହିବାର ଶୈଳୀ
							Example : 
							ଦୋକାନ ବନ୍ଦ କର କହିବାପାଇଁ ମଙ୍ଗଳ ଭାଷିତ ହେଉଛି,ଦୋକାନ କାମ ବଢ଼ାଅ
							
Synonyms : ମଙ୍ଗଳ ଭାଷିତ
Translation in other languages :
किसी अप्रिय या अशुभ समझी जानेवाली बात को प्रिय या शुभ तरीके से कहने की शैली।
दुकान बंद करना कहने के लिए मंगल-भाषित है, दुकान बढ़ाना।