Meaning : ଭାଷାବିଜ୍ଞାନର ବିଶେଷଜ୍ଞ
							Example : 
							ଏହି ସମ୍ମୀଳନୀରେ ଅନେକ ଜଣାଶୁଣା ଭାଷାବିଜ୍ଞାନୀ ଭାଗ ନେଇଥିଲେ
							
Synonyms : ଭାଷାତତ୍ତ୍ୱବିଦ୍, ଭାଷାବିଦ୍
Translation in other languages :
भाषाविज्ञान का ज्ञाता।
इस संगोष्ठी में जाने-माने भाषाविदों ने भाग लिया।Meaning : ଯେ ଭାଷାବିଜ୍ଞାନରେ ବିଜ୍ଞ
							Example : 
							ପଞ୍ଚାନନ ମହାନ୍ତି ଜଣେ କୁଶଳୀ ଭାଷାବିଜ୍ଞାନୀ
							
Synonyms : ଭାଷାବିତ