Meaning : ବୋଧ ପ୍ରାପ୍ତ ହେବାର କ୍ରିୟା ବା ଭାବ
							Example : 
							ଗୌତମ ବୁଦ୍ଧଙ୍କର ଗୟାଠାରେ ବୋଧପ୍ରାପ୍ତି ହୋଇଥିଲା
							
Synonyms : ଜ୍ଞାନପ୍ରାପ୍ତି
Translation in other languages :
बोध प्राप्त होने की क्रिया या भाव।
गौतम बुद्ध को गया में बोधप्राप्ति हुई।