Meaning : ବିସ୍ତୃତ ଭାବେ କୁହା ବା ଲେଖା ଯାଉଥିବା ଘଟଣା
							Example : 
							ରାମଚରିତମାନସ ତୁଳସୀଦାସ କୃତ ଏକ ଶ୍ରେଷ୍ଠ ବର୍ଣ୍ଣନ
							
Synonyms : ଆଖ୍ୟାନ, ଚିତ୍ରଣ, ବଖାଣ, ବର୍ଣ୍ଣନ, ବୟାନ
Translation in other languages :
A graphic or vivid verbal description.
Too often the narrative was interrupted by long word pictures.Meaning : କୌଣସି କଥା ବା କାମରେ ସମ୍ବନ୍ଧଥିବା ମୁଖ୍ୟ କଥାଗୁଡ଼ିକର ଉଲ୍ଲେଖ ବା ବର୍ଣ୍ଣନ
							Example : 
							ସେ ନିଜ କାମର ବିବରଣ ଶୁଣାଇଲା
							
Synonyms : ବିବରଣ
Translation in other languages :