Meaning : ଯାହାର ପ୍ରଭାବ ବିଷ ପରି
							Example : 
							ତାଙ୍କ ମୃତ୍ୟୁ ବିଷାକ୍ତ ଔଷଧ ସେବନଦ୍ୱାରା ହୋଇଥିଲା
							
Synonyms : ଜହରୀ
Translation in other languages :
Meaning : ବିଷରେ ବୁଡ଼ା ହୋଇଥିବା
							Example : 
							ଶିକାରୀ ବିଷାକ୍ତ ବାଣରେ ଶିକାରକୁ ଧରାଶାୟୀ କରିଦେଲା
							
Translation in other languages :
Meaning : ଯାହା ବିଷରେ ପରିପୂର୍ଣ୍ଣ
							Example : 
							ବିଷାକ୍ତ ଖାଦ୍ୟଖାଇ ଚାରିଜଣ ଲୋକଙ୍କର ମୃତ୍ୟୁ ହେଲା
							
Translation in other languages :