Meaning : ଯେଉଁ ବାୟୁ ପୃଥିବୀକୁ ଚାରିଆଡ଼ୁ ଘେରିରହିଛି
							Example : 
							ଆମକୁ ବାୟୁମଣ୍ଡଳ ଦୂଷିତ ହେବାରୁ ରକ୍ଷା କରିବାକୁ ପଡ଼ିବ
							
Synonyms : ବାତାବରଣ
Translation in other languages :
The mass of air surrounding the Earth.
There was great heat as the comet entered the atmosphere.