Meaning : କୌଣସି ନୂଆ ବସ୍ତୁ ତିଆରି କରିବା ବା ନୂଆ କଥା ଖୋଜି ବାହାରକରିବା
							Example : 
							ଟାଟା କାରର ଚାରିଟା ନୂଆ ମଡ଼େଲ ବାହାରିଛି
							
Synonyms : ଆବିଷ୍କାର କରିବା
Translation in other languages :
कोई नई वस्तु तैयार होना या नई बात का पता चलना।
टाटा से कार के चार नए मॉडल निकले हैं।Make something new, such as a product or a mental or artistic creation.
Her company developed a new kind of building material that withstands all kinds of weather.Meaning : ଅଲଗା ବା ପୃଥକ କରିବା
							Example : 
							ସୀତା ଚାଉଳରେ ମିଶି ଯାଇଥିବା ଡାଲିକୁ ଅଲଗା କରୁଛି ସେ ବଡ଼ ବଡ଼ ମାଛ ଅଲଗା କରୁଛି
							
Synonyms : ଅଲଗା କରିବା, ବାଛିବା
Translation in other languages :
Meaning : ଏଭଳି କୌଣସି ବସ୍ତୁ ତିଆରି କରିବା କିମ୍ବା ନୂଆ କଥା ବାହାର କରିବା ଯାହା କେହି ପ୍ରଥମେ ଜାଣି ନଥାନ୍ତି
							Example : 
							ଏଡିସନ୍ ବିଜୁଳୀ ଆବିଷ୍କାର କରିଥିଲେ
							
Synonyms : ଆବିଷ୍କାର କରିବା, ଉଦ୍ଭାବନ କରିବା, ଖୋଜି ବାହାର କରିବା
Translation in other languages :
कोई ऐसी नयी वस्तु तैयार करना या नई बात ढूँढ़ निकालना जो पहले किसी को मालूम न रही हो।
एडीसन ने बिजली का आविष्कार किया।Meaning : ପିନ୍ଧା ବସ୍ତୁକୁ ଖୋଲିବା
							Example : 
							ପିଲାମାନେ ଗାଧୋଇବା ପାଇଁ ନିଜ ପୋଷାକ ଖୋଲିଲେ
							
Translation in other languages :
Meaning : କୌଣସି ବାସନ ଭିତରୁ କିଛି ଜିନିଷଆଦି ବାହାର କରିବା
							Example : 
							ମନିଶ ଛୋଟ ଡେକଚିରୁ ଭାତ ବାହାରକଲା
							
Synonyms : କାଢ଼ିବା
Translation in other languages :
Meaning : ଭିତରେ ପଶିଥିବା ଜିନିଷକୁ ବାହାର କରିବା
							Example : 
							ବାରିକ ପାଦର କଣ୍ଟାକୁ ବାହାରକଲା
							
Translation in other languages :
Meaning : କଥାବସ୍ତୁଆଦି ଆରମ୍ଭ କରିବା
							Example : 
							ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା  ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
							
Synonyms : ଆରମ୍ଭ କରିବା, ଉଠାଇବା
Translation in other languages :
Take the first step or steps in carrying out an action.
We began working at dawn.Meaning : ନିସ୍ତାର ବା ଉଦ୍ଧାର କରିବା
							Example : 
							ସେ ମୋତେ ଏହି ବିପଦରୁ ଉଦ୍ଧାର କଲା
							
Synonyms : ଉତ୍ତାରିବା, ଉଦ୍ଧାର କରିବା
Translation in other languages :
Meaning : ଜାରି କରିବା ବା ପ୍ରଚଳନ କରିବା
							Example : 
							ସରକାର ନୂଆ ଡାକଟିକଟ ପ୍ରଚଳନ କଲେ
							
Synonyms : ଜାରି କରିବା, ପ୍ରଚଳନ କରିବା
Translation in other languages :
जारी करना या उपलब्ध कराना।
सरकार ने नया डाक टिकट निकाला है।Meaning : ଖୋଜିକରି ଆଗରେ ରଖିବା
							Example : 
							ପୋଲିସ ଚୋର ଘରୁ ଚୋରି ମାଲ ବାହାରକଲେ
							
Synonyms : ଜବତ କରିବା
Translation in other languages :
ढूँढ़कर सामने रखना।
पुलिस ने चोर के घर से चोरी के माल निकाले।Meaning : ରେଖା ପରି ସିଧାରେ ଦୂର ପର୍ଯ୍ୟନ୍ତ ଯାଇଥିବା ବସ୍ତୁର ନିର୍ମାଣ କରିବା
							Example : 
							ସରକାର ଏହି ବନ୍ଧରୁ ଆଉ ଏକ କେନାଲ ବାହାର କଲେ
							
Translation in other languages :
रेखा के समान दूर तक जाने वाली वस्तु का निर्माण करना।
सरकार ने इस बाँध से एक और नई नहर निकाली।