Meaning : ଯେଉଁଥିରେ ଅବରୋଧ ନାହିଁ ବା ବିନା ଅବରୋଧର
							Example : 
							ଏହି ରାସ୍ତା ଅବରୋଧହୀନ
							
Synonyms : ଅକଣ୍ଟକ, ଅବରୋଧହୀନ, ଅବାଧ, ନିର୍ବାଦ, ନିର୍ବିଘ୍ନ, ନିଷ୍କଣ୍ଟକ
Translation in other languages :
जिसमें अवरोध न हो या बिना अवरोध का।
यह मार्ग अवरोधहीन है।Meaning : ଯାହାପାଇଁ କୌଣସି ଅଙ୍କୁଶ ବା ବାଧା ନାହିଁ
							Example : 
							ହିଟଲର୍ ଜଣେ ନିରଙ୍କୁଶ ଶାସକ ଥିଲେ
							
Synonyms : ଅପ୍ରତିଦ୍ୱନ୍ଦୀ, ଅପ୍ରତିବଦ୍ଧ, ନିରଙ୍କୁଶ, ଯଥେଚ୍ଛାଚାରୀ, ସ୍ୱଚ୍ଛନ୍ଦ
Translation in other languages :
जिसके लिए कोई अंकुश या रुकावट न हो।
हिटलर एक निरंकुश शासक था।