Meaning : ବସ୍ ଯାତ୍ରାର ଆରମ୍ଭ ଓ ଶେଷ ସ୍ଥାନ ଯେଉଁଠାରେ ଯାତ୍ରୀମାନଙ୍କୁ ଛାଡ଼ିବା ଓ ନେବାର ବ୍ୟବସ୍ଥା ମଧ୍ୟ ଥାଏ
							Example : 
							ସେ ବସଷ୍ଟାଣ୍ଡରେ 	ଘଣ୍ଟେକାଳ ସହରକୁ ଯାଉଥିବା ନିଜ ଗାଁ ବସ୍କୁ ଅପେକ୍ଷାକରି ରହିଲା
							
Synonyms : ଡ଼ିପୋ
Translation in other languages :