Meaning : ନିଆଁରେ କୌଣସି ବସ୍ତୁ ଆଦିକୁ ବଙ୍କାକରିବା କାମ ଅନ୍ୟ କାହାଦ୍ୱାରା କରାଇବା
							Example : 
							କୃଷକ ତା ସ୍ତ୍ରୀ ଦ୍ୱାରା ନିଆଁଆଞ୍ଚରେ କାଠ ବଙ୍କାଉଛି
							
Synonyms : ନୁଆଁଇବା, ବକ୍ର କରାଇବା, ମୋଡାଇବା
Translation in other languages :
आग में किसी वस्तु आदि को झोंकने का काम किसी और से कराना।
किसान अपनी पत्नी से गुलवर में लकड़ी झोंकवा रहा है।Meaning : ନଇଁବାପାଇଁ ପ୍ରବୃତ୍ତକରିବା
							Example : 
							ନିଜେ ତ ମୋତେ ନୁଆଁଇ ପାରିଲାନାହିଁ,ଏବେ ଅନ୍ୟମାନଙ୍କଦ୍ୱାରା ନୁଆଁଇବାକୁ ଚାହୁଁଛି
							
Synonyms : ନତକରାଇବା, ନମ୍ରକରାଇବା, ନୁଆଇଁବା
Translation in other languages :