Meaning : ଯେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନାହିଁ
							Example : 
							ରୋହନ୍ ପରୀକ୍ଷାରେ ଫେଲ୍ ହୋଇଗଲା
							
Synonyms : ଅକୃତକାର୍ଯ୍ୟ, ଅନୁତୀର୍ଣ୍ଣ
Translation in other languages :
जो परीक्षा में उत्तीर्ण न हुआ हो।
इस पाठशाला में अनुत्तीर्ण विद्यार्थियों पर विशेष ध्यान दिया जाता है।