Meaning : ଅସ୍ତମିତ ଯୌବନର ବା ବୃଦ୍ଧାବସ୍ଥା ଓ ଯୌବନାବସ୍ଥାର ମଝିରେ ଥିବା ବ୍ୟକ୍ତି
							Example : 
							ଜଣେ ଦରବୁଢ଼ା ବ୍ୟକ୍ତି ପଳେଇଯାଉଥିବା ଚୋରକୁ ଧରିନେଲେ
							
Synonyms : ଅଧବୟସିଆ, ଅଧୁଆରି, ଦରବୁଢ଼ା, ମଧ୍ୟବୟସ୍କ
Translation in other languages :
The time of life between youth and old age (e.g., between 40 and 60 years of age).
middle ageMeaning : ଅନ୍ତିମ ଯୌବନ ବା ଯୌବନ ଓ ବାର୍ଦ୍ଧକ୍ୟର ମଝିରେ
							Example : 
							ଆମର ଅଧ୍ୟାପିକା ଜଣେ ମଧ୍ୟବୟସ୍କା ମହିଳା  ମଧ୍ୟବୟସ୍କ ହେଲେ ଯେ ଅକଲ୍ ଆସିଯିବ ଏହା ଜରୁରୀ ନୁହେଁ
							
Translation in other languages :
Being roughly between 45 and 65 years old.
middle-aged