Meaning : ପ୍ରବେଶ କରିବା କାମ ଅନ୍ୟ କାହାଦ୍ୱାରା କରାଇବା
							Example : 
							ସେ ଚୌକିଦାରଦ୍ୱାରା ମୋତେ ବଗିଚାରେ ପ୍ରବେଶ କରାଇଲା
							
Translation in other languages :
Meaning : କୌଣସି ନିଶ୍ଚିତ ସୀମା, ସ୍ଥାନ ଆଦି ଭିତରକୁ ପଶାଇବା
							Example : 
							ସେ ଜବରଦସ୍ତି ଦୁଇଜଣ ଲୋକଙ୍କୁ ସିନେମା ଘରେ ଭର୍ତ୍ତି କରାଇଦେଲା
							
Synonyms : ଭର୍ତ୍ତି କରାଇବା
Translation in other languages :
किसी निश्चित सीमा, स्थान आदि के भीतर करना।
उसने जबरदस्ती दो लोगों को सिनेमा-घर में घुसा दिया।