Meaning : ଯେ ବିପକ୍ଷରେ ଅଛି
							Example : 
							ବିରୋଧିମାନେ ସଂସଦରେ ଗଣ୍ଡଗୋଳ କଲେ
							
Synonyms : ବିପକ୍ଷବାଦୀ, ବିରୋଧିମାନେ, ବିରୋଧୀ
Translation in other languages :
Meaning : ଯେ ବିରୁଦ୍ଧରେ ଥାଏ
							Example : 
							ଏହିଥର ନିର୍ବାଚନରେ ସେ ବିରୋଧୀଦଳ ସହିତ ହାତ ମିଳେଇଥିଲେ
							
Translation in other languages :
जो विरुद्ध में हो।
इस बार के चुनाव में उसने विरोधी दल से हाथ मिला लिया।