Meaning : ନିଜ ପ୍ରତିଜ୍ଞାରେ ଦୃଢ଼ ରହୁଥିବା ଲୋକ
							Example : 
							ଦୃଢ଼ପ୍ରତିଜ୍ଞ ବ୍ୟକ୍ତି ଥରେ ପ୍ରତିଜ୍ଞା କଲେ ତାହାକୁ ପୂରା କରିକି ହିଁ ନିଶ୍ୱାସ ନିଏ
							
Synonyms : ଦୃଢ଼ପ୍ରତିଜ୍ଞ
Translation in other languages :
अपनी प्रतिज्ञा पर दृढ़ रहनेवाला।
दृढ़प्रतिज्ञ व्यति एकबार जो प्रतिज्ञा कर लेता है उसे पूरा करके ही दम लेता है।