Meaning : ପ୍ରାଚୀନ ହେବାର ଅବସ୍ଥା ବା ଭାବ
							Example : 
							ଭାରତୀୟ ସଭ୍ୟତାର ପ୍ରାଚୀନତାରେ କୌଣସି ସନ୍ଦେହ ନାହିଁ
							
Synonyms : ଐତିହାସିକତା, ପ୍ରାଚୀନ କାଳୀନତା, ପ୍ରାଚୀନତା
Translation in other languages :
प्राचीन होने की अवस्था या भाव।
भारतीय सभ्यता की प्राचीनता में कोई संदेह नहीं है।