Meaning : ବିଗିଡ଼ା ହାତୀକୁ ଡରାଇବାପାଇଁ ଏକ ପ୍ରକାର ବାଉଁଶ ଯାହାର ମୁଣ୍ଡରେଥିବା ଚକ୍ରରେ ବନ୍ଧାଯାଇଥିବା ଘୁଙ୍ଗୁରରୁ ଅଗ୍ନିଶିଖା ବାହାରେ
							Example : 
							ମାହୁନ୍ତ ପୋଲକଦ୍ୱାରା ବିଗିଡ଼ା ହାତୀକୁ ଡରାଇବାପାଇଁ ଚେଷ୍ଟା କରୁଛି
							
Translation in other languages :
बिगड़े हाथी को डराने का एक प्रकार का बाँस जिसके सिरे पर चरखी में बँधे पुआल में से लुक निकालते हैं।
महावत पोलक से मस्त हाथी को डराने की कोशिश कर रहा था।