Meaning : ପେଷିବା ବା ଚୂର୍ଣ୍ଣ କରିବା କ୍ରିୟା
							Example : 
							ଏହି କାମ ଲୌହ ପେଷଣ ସହ ସମାନ
							
Translation in other languages :
Meaning : ପେଷା ଯାଉଥିବା ଦ୍ରବ୍ୟ
							Example : 
							ରାମୁ ପେଷିବା ନିମନ୍ତେ ପେଷଣକୁ ଅଖାରେ ଭର୍ତ୍ତି କରୁଥିଲା
							
Translation in other languages :
Meaning : ପେଷିବାର ପ୍ରକ୍ରିୟା ବା ଭାବ
							Example : 
							ପେଷଣପାଇଁ ରଖାଯାଇଥିବା ଶସ୍ୟ ବର୍ଷାରେ ଓଦା ହୋଇଗଲା
							
Synonyms : ଚୂର୍ଣ୍ଣନ
Translation in other languages :