Meaning : ଯାହା ପୁଣିଥରେ ସ୍ଥାପନ କରାଯାଇଥାଏ
							Example : 
							ସରକାର ଭୂମିକମ୍ପରେ ଉଜୁଡ଼ି ଯାଇଥିବା ଗ୍ରାମବାସୀମାନଙ୍କୁ  ପୁନରାବାସିତ କଲେ
							
Synonyms : ପୁନରାବାସିତ
Translation in other languages :
जो फिर से बसाया गया हो।
सरकार ने भूकंप से उजड़ी हुई बस्तियों को पुनरावासित किया।