Meaning : ମାନବ ନିର୍ମିତ ଏକ ବସ୍ତୁ ଯେଉଁଥିରେ କିଛି ରଖାଯାଏ
							Example : 
							ସେ କୁକୁରମାନଙ୍କୁ ମାଟିପାତ୍ରରେ କ୍ଷୀର ପିଆଉଛି
							
Translation in other languages :
Any object that can be used to hold things (especially a large metal boxlike object of standardized dimensions that can be loaded from one form of transport to another).
containerMeaning : ନାଟକରେ ଅଭିନୟ କରୁଥିବା ବ୍ୟକ୍ତି
							Example : 
							ଶ୍ୟାମଦେବ ଜଣେ କୁଶଳୀ ଅଭିନେତା
							
Translation in other languages :
नाटक में अभिनय करने वाला व्यक्ति।
श्यामदेव एक कुशल नाट्यकार हैं।Meaning : ନାଟକ, ଉପନ୍ୟାସଆଦିରେ କୌଣସି ବ୍ୟକ୍ତି ଯାହାର କଥାବସ୍ତୁରେ କୌଣସି ସ୍ଥାନ ଅଛି ବା କିଛି ଚରିତ୍ର ଦେଖାଯାଏ
							Example : 
							ନାଟକରେ ସବୁ ଚରିତ୍ରମାନେ ଜୀବନ୍ତ ଅଭିନୟ କଲେ
							
Synonyms : ଚରିତ୍ର
Translation in other languages :
Meaning : କିଛି ନେବା ବା ପାଇବା ଯୋଗ୍ୟ ବ୍ୟକ୍ତି
							Example : 
							ଦାନ କେବଳ ସୁପାତ୍ରରେ ହିଁ ଦିଆଯିବା ଉଚିତ
							
Synonyms : ଯୋଗ୍ୟ ବ୍ୟକ୍ତି, ସୁପାତ୍ର
Translation in other languages :