Meaning : କୌଣସି ଶବ୍ଦ ବା ପଦର ଅର୍ଥ ବା ଭାବ ଜଣାଇବାପାଇଁ ସ୍ପଷ୍ଟ କଥନ
							Example : 
							ଗୁରୁ ସତ୍ୟର ପରିଭାଷା ବୁଝାଉଥିଲେ
							
Synonyms : ବ୍ୟାଖ୍ୟା
Translation in other languages :
A concise explanation of the meaning of a word or phrase or symbol.
definition