Meaning : ନେପାଳର ବାସିନ୍ଦା
							Example : 
							ସେ ଜଣେ ନେପାଳୀକୁ ନିଜ ଘରର ଜଗାରଖା କରିବାପାଇଁ ରଖିଛି
							
Synonyms : ନେପାଳବାସୀ
Translation in other languages :
Meaning : ନେପାଳର ଭାଷା
							Example : 
							ସେ ନେପାଳୀ ଭାଷାରେ ଏକ ପୁସ୍ତକ ଲେଖିଛନ୍ତି
							
Synonyms : ନେପାଳୀ ଭାଷା
Translation in other languages :
नेपाल देश की भाषा।
वन्या ने नेपाली में पुस्तक लिखी है।The official state language of Nepal.
nepaliMeaning : ନେପାଳରେ ରହୁଥିବା ବ୍ୟକ୍ତି
							Example : 
							ତାହାର ଜଣେ ନେପାଳୀ ଝିଅ ସହିତ ବାହାଘର ହୋଇଛି
							
Meaning : ନେପାଳୀ ଭାଷାର ବା ନେପାଳୀ ଭାଷା ସହିତ ସମ୍ବନ୍ଧିତ
							Example : 
							ତା ନେପାଳୀ ନାଟକର ଗୋଟିଏ ନକଲ ମୋ ପାଖରେ ମଧ୍ୟ ଅଛି
							
Meaning : ନେପାଳ ଦେଶ ସହ ସମ୍ବନ୍ଧିତ
							Example : 
							ରମେଶ ନେପାଳୀ ଟୋପି ପିନ୍ଧିଛି
							
Translation in other languages :